ଲକ୍ଷେ୍ନø, ୨୨/୯ : ସେପ୍ଟେମ୍ବର ୨୯ ତାରିଖକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସର୍ଜିକାଲ୍ ଷ୍ଟ୍ରାଇକ୍ ଦିବସ ରୂପେ ପାଳନ କରିବା ପାଇଁ ୟୁଜିସି ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା । ତେବେ ଏହାକୁ ପ୍ରାୟ ଅଧିକାଂଶ ବିଶ୍ୱବିଦ୍ୟାଳୟ ସ୍ୱାଗତ କରିଥିବାବେଳେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଏହାକୁ ଅଗ୍ରାହ୍ୟ କରିଛି । ଏହି ସଂଗଠନର ଛାତ୍ରନେତା ମକସୁର ଅହମ୍ମଦ ଉସ୍ମାନୀ କହିଛନ୍ତି ଯେ, କୌଣସି ଘଟଣାକୁ ନେଇ ଏଭଳି ହାଇଲାଇଟ୍ କରିବାର ପରମ୍ପରା ନିଆରା । ଏହାକୁ ଆମେ ପାଳନ କରିବୁ ନାହିଁ ।
No comments:
Post a Comment